ବ୍ୟବସାୟୀଙ୍କ ଘରୁ ୧୬୦ କୋଟି ନଗଦ ଟଙ୍କା ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶରେ ଜଣେ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ହୋଇଛି। ପର୍ଫ୍ୟୁମ୍‌ ବ୍ୟବସାୟରେ ସମ୍ପୃକ୍ତ ଜଣେ କାନପୁର ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉରେ ୧୬୦ କୋଟି ନଗଦ ଟଙ୍କା ଜବତ ହୋଇଛି। ସିବିଆଇସି (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟା‌କ୍ସେସ୍‌ ଆଣ୍ଡ କଷ୍ଟମ୍‌ସ) ଅଧ୍ୟକ୍ଷ ବିବେକ ଜୋହରି ଆଜି ଏହି ସୂଚନା ଦେଇଛନ୍ତି। ସିବିଆଇସି ଇତିହାସରେ ଏତେ ପରିମାଣରେ ନଗଦ ଟଙ୍କା କେବେ ଜବତ ହୋଇନାହିଁ ବୋଲି ବିବେକ ଜୋହରି … Continue reading ବ୍ୟବସାୟୀଙ୍କ ଘରୁ ୧୬୦ କୋଟି ନଗଦ ଟଙ୍କା ଜବତ କଲା ଆୟକର ବିଭାଗ